Connect with us

ବିଦେଶ

ଉତରକୋରିଆ ର ଚେତାବନୀ – ପ୍ରତିବନ୍ଧ ହଟାଅ ନଚେତ ଆରମ୍ଭ କରିବୁ ପରମାଣୁ କାର୍ଯ୍ୟକ୍ରମ

ସାଙ୍କେତିକ ଚିତ୍ର

ଉତରକୋରିଆ ର ଚେତାବନୀ – ପ୍ରତିବନ୍ଧ ହଟାଅ ନଚେତ ଆରମ୍ଭ କରିବୁ ପରମାଣୁ କାର୍ଯ୍ୟକ୍ରମ
ଉତରକୋରିଆ ଚେତାବନୀଦେଇ କହିଛି ଯେ ଯଦି ଆମେରିକା ତା ଉପରେ ଲଗେଇଥିବା ପ୍ରତିବନ୍ଧ ନଉଠାଏ ତେବେ ଆମେ ଆମର ପ୍ରତିଶୃତିରୁ ଓହରିଯାଇ ପୁନଃ ଆଣବିକ ଅସ୍ତ୍ର ଶସ୍ତ୍ର ଉତ୍ପାଦନ କାର୍ଯ୍ୟକ୍ରମ ଚଳୁକାରିବାକୁ ବାଧ୍ୟହବୁ । ଏହାଦ୍ୱାରା ଟ୍ରମ୍ପ ଓ କିମ ପୁନର୍ବାର ମିଳିତ ହୋଇପାରନ୍ତି ଦ୍ୱିପାକ୍ଷିକ ଆଲୋଚନାପାଇଁ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ