Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଅପରାଧ

ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚର ନିର୍ଦେଶକ କୋଦଣ୍ଡଧର ସାହୁ ଗିରଫ

ସାଙ୍କେତିକ ଚିତ୍ର

ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚର ନିର୍ଦେଶକ କୋଦଣ୍ଡଧର ସାହୁ ଗିରଫ
ଭୁୁବନେଶ୍ୱର :- ଛାତ୍ରୀଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଅଟକ ଥିବା ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ରିସର୍ଚର ନିର୍ଦେଶକ କୋଦଣ୍ଡଧର ସାହୁ ଙ୍କୁ ଆଜି ଗିରଫ କରା ଯାଇଛି । ଖଣ୍ଡଗିରି ପୋଲିସ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଛାତ୍ର ଛାତ୍ରୀ ମାନେ ଗତକାଲି ଥାନା ଭିତରେ ଧାରଣା ଦେଇଥିଲେ । ପ୍ରତିଷ୍ଠାନର ସମସ୍ତ କାଗଜ ପତ୍ରକୁ ଜବତ କରା ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ