Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଖେଳ

ଇଂଲଣ୍ଡ ଲର୍ଡସ ଟେଷ୍ଟକୁ ଜିତିଛି

ଲଣ୍ଡନ: ରବିବାର ଦିନ ଖେଳରେ ଭାରତ ବିପକ୍ଷରେ ଇଂଲଣ୍ଡ ଲର୍ଡସ ଟେଷ୍ଟକୁ ଜିତିଛି। ଲର୍ଡସ୍‌ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍‌ର ୨ୟ ମୁକାବିଲାର ୪ର୍ଥ ଦିନରେ ଇଂଲଣ୍ଡ ଗୋଟିଏ ଇନିଂସ ଓ ୧୫୯ ରନ୍‌ରେ ଏହି ମ୍ୟାଚ ଜିତିଯାଇଛି। ଏହା ସହିତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍‌ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍‌ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଖେଳ