Connect with us

ଖେଳ

ଇଂଲଣ୍ଡ ଲର୍ଡସ ଟେଷ୍ଟକୁ ଜିତିଛି

ଲଣ୍ଡନ: ରବିବାର ଦିନ ଖେଳରେ ଭାରତ ବିପକ୍ଷରେ ଇଂଲଣ୍ଡ ଲର୍ଡସ ଟେଷ୍ଟକୁ ଜିତିଛି। ଲର୍ଡସ୍‌ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍‌ର ୨ୟ ମୁକାବିଲାର ୪ର୍ଥ ଦିନରେ ଇଂଲଣ୍ଡ ଗୋଟିଏ ଇନିଂସ ଓ ୧୫୯ ରନ୍‌ରେ ଏହି ମ୍ୟାଚ ଜିତିଯାଇଛି। ଏହା ସହିତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍‌ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍‌ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ଖେଳ