Connect with us

ଆଞ୍ଚଳିକ

ଆସନ୍ତା ତିନି ଦିନ ଧରି ଲଗାଣ ବର୍ଷା ସମ୍ଭାବନା

ଆସନ୍ତା ତିନି ଦିନ ଧରି ଲଗାଣ ବର୍ଷା ସମ୍ଭାବନା

ଭୁବନେଶ୍ୱର – ଜାତୀୟ ପାଣିପାଗ ଅନୁସନ୍ଧାନ କାର୍ଯ୍ୟାଳୟ ତରଫରୁ ଆସନ୍ତା ତିନି ଦିନ ଧରି ଲଗାଣ ବର୍ଷା ସମ୍ଭାବନାକୁ ଆଖିଆଗରେ ରଖି , ଭୁବନେଶ୍ୱର ମୁନିସିପାଲ କର୍ପୋରେଶନ ନିଜର ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରିଦେଇଛନ୍ତି l ସହର ତଳି ଅଂଚଳରେ ପାଣି ଜମୁଥିବାରୁ ସେସବୁ ସ୍ଥାନରେ ପ୍ରତିଷେଧମୂଳକ ପଦକ୍ଷେପ ମନ ନିଆଯାଇ ଅଛି l ଆଗାମୀ 48 ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ ଘଡି ସହ ବର୍ଷ ହବାର ସମ୍ଭାବନା ଅଛି l

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ