Connect with us

ଦେଶ

ଆଗାମୀ ୧୦ ତାରିଖରେ ଭାରତ ବନ୍ଦ :-କଂଗ୍ରେସ l

ଆଗାମୀ ୧୦ ତାରିଖରେ ଭାରତ ବନ୍ଦ :-କଂଗ୍ରେସ l

ନୂଆଦିଲ୍ଲୀ,୬।୯: କଂଗ୍ରେସ ଆଗାମୀ ୧୦ ତାରିଖରେ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ଗୁରୁବାର କହିଛି ଯେ, କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ନାହିଁ ନଥିବା ଖର୍ଚ୍ଚାନ୍ତ ହେଉଛନ୍ତି।

ପେଟ୍ରୋଲ ଦରରେ କ୍ରମାଗତ ବୃଦ୍ଧି ଘଟୁଛି । ସେହିପରି ଡିଜେଲ ଦର ମଧ୍ୟ ପ୍ରତିଦିନ ବଢୁଛି । ଫଳରେ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ବୋଝ ବଢି ବଢି ଚାଲୁଛି l ଅତ୍ୟାବଶକୀୟ ଜିନିଷ ଓ ସେବା ସଂସ୍ଥା ବନ୍ଦରୁ ବାଦ ପଡିବ l

ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ଜନସାଧାରଙ୍କ ସହଯୋଗ ଲୋଡିଛି l

Click to comment

Leave a Reply

Your email address will not be published. Required fields are marked *

More in ଦେଶ